Heatwave: Residents Desperately Search for Drinking Water as Earthen Pot Breaks at Water Point
Advertisment
ଖରା ବଢୁଛି। ଟୋପେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ପାନୀୟ ଜଳ ଯୋଗାଇ ଦେବା ପାଇଁ ଖୋଲା ହୋଇଛି ଜଳ ସେବା କେନ୍ଦ୍ର। ହେଲେ ସଠିକ୍ ରକ୍ଷାଣବେକ୍ଷଣ ହେଉନଥିବାରୁ ଭାଙ୍ଗିଗଲାଣି ମାଠିଆ !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us