Ravenshaw University
Advertisment
ରେଭେନ୍ସା ନାଁ ପରିବର୍ତ୍ତନ ସପକ୍ଷରେ ବାହାରିଲେ ଭର୍ତ୍ତୃହରି । ସମର୍ଥନ କରି ସାହିତ୍ୟିକ ହରପ୍ରସାଦ ଦେଲେ ପ୍ରସ୍ତାବ । କହିଲେ- ରେଭେନ୍ସା ବଦଳରେ କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ ହେଉ ବିଶ୍ୱବିଦ୍ୟାଳୟ । କିଛି ଦିନ ଧରି ନିଜ ଖବରକାଗଜରେ ଲେଖିବା ପରେ ଆଜି ଗଣମାଧ୍ୟମ ଆଗରେ ଖୋଲଖୋଲି ମନ୍ତବ୍ୟ ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏକ ଆଲୋଚନା ଚକ୍ରରେ ଯୋଗଦେଇ, ସିଧା କହିଛନ୍ତି ଓଡିଆ ଲୋକ ଏବଂ ଓଡିଆ ଜାତିର ଅନୁଦାନରେ ତିଆରି ହୋଇଥିବା ଅନୁଷ୍ଠାନର ନାଁ ଜଣେ ଇଂରେଜ ନାଁରେ କାହିଁକି ରହିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us