Advertisment

ରେଭେନ୍ସାର ନୂଆ ନାଁ...

ଗତ ବର୍ଷ ଅଗଷ୍ଟରେ ରେଭେନ୍ସର ନାଁ ପରିବର୍ତ୍ତନକୁ ନେଇ ଉଠିଥିଲା ପଡ଼ଥିଲା ରାଜ୍ୟ ରାଜନୀତି । କିଛି ନେତା ନାଁ ପରିବର୍ତ୍ତନ ପାଇଁ ସମର୍ଥନ ଦେଖିଥିବାବେଳେ କିଛି ନେତା ଏହାକୁ କଡ଼ା ବିରୋଧ କରିଥିଲେ ।

Advertisment

ପୁଣି ଫେରିଲା ରେଭେନ୍‌ସା ନିଆଁ । ଗୃହରେ ଉଠିଲା ନାଁ ବଦଳା ପ୍ରସଙ୍ଗ । ରଣେନ୍ଦ୍ର ରୋଖିଲେ ପ୍ରଶ୍ନ, ଉତ୍ତର ଦେଲେ ସୂର୍ଯ୍ୟବଂଶୀ ସୂରଜ । କଟକର ହାର୍ଟ କୁହାଯାଉଥିବା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନାମ ପରିବର୍ତ୍ତନ ରାଜନୀତି ପୁଣି ଚର୍ଚ୍ଚାର ପରିଧୀକୁ ଆସିଛି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଣତାରକା ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଉ ଏହି ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଲିଖିତ ଉତ୍ତର ରଖିଛନ୍ତି । ଯେଉଁଥିରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ନାହିଁ ।

Advertisment
Odisha Assembly Ravenshaw University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ