ରଥ ରେଡ୍ଡି, ଟଣା ମକଡ୍ରିଲ୍
Advertisment
ଆତୁର ହେଲାଣି ପ୍ରାଣ, ପୁଣି ହେବ ଭକ୍ତ ଓ ଭଗବାନଙ୍କ ମିଳନ। ଗଲା ୧୪ଦିନ ଧରି ଅଣସର ଘରେ ଥିବା ଚତୁର୍ଦ୍ଧାମୂରତିଙ୍କର କାଲି ମିଳିବ ଦର୍ଶନ। ଆଜି ବନକଲାଗି ନୀତି ପରେ ଆସନ୍ତାକାଲି ନବଯୌବନ ଦର୍ଶନ ଥିବାରୁ ଆଗେଇ ଚାଲିଛି ନୀତିକାନ୍ତି। ଏପଟେ ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେଲେଣି ତିନି ରଥ। କାଲି ସିଂହଦ୍ବାର ଚକଡ଼ାକୁ ବିଜେ କରିବାକୁ ମହାପ୍ରଭୁଙ୍କ ଆଜ୍ଞାମାଳକୁ ଅପେକ୍ଷା। ଏପଟେ ଆଜି ସୁରୁଖୁରୁରେ ସରିଛି ରଥ ଟଣା ମକ୍ ଡ୍ରିଲ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us