Advertisment

ପଡ଼ିଲା ଶୂନ୍ୟ ଗଣ୍ଠି, ହେବ କି ଚମତ୍କାର ?

ସୃଷ୍ଟିର ଶ୍ରଷ୍ଠା ତୁ... ପତ୍ରଟିଏ ବି ହଲେନି ତୋ ବିନା... କେବେ ତୁ ଶୂନ୍ୟ ଗଣ୍ଠି କେବେ ତୁ ଦାରୁ ବ୍ରହ୍ମ... ପତିତ ଉଦ୍ଧାର ପାଇଁ ଉଡ଼େ ତୋ ପତିତପାବନ ବାନା... ତୋ ବଡ଼ ଦାଣ୍ଡ କୁହେ ଜୟ ଜଗନ୍ନାଥ...

Advertisment

ଶ୍ରୀ ମନ୍ଦିରରେ ଘଟିଛି ଏଭଳି କିଛି ବଡ଼ ଚମତ୍କାର। ଆସିଛି ବଡ଼ ସଙ୍କେତ। ମହାପ୍ରଭୁଙ୍କ ବଡ଼ ଦେଉଳରେ ଦେଖିବାକୁ ମିଳିଛି ଦିବ୍ୟ ଆଉ ଦୁର୍ଲଭ ଦୃଶ୍ୟ। ଫର ଫର ହୋଇ ଉଡୁଛି ବାନା। ଆଉ ବାନାରେ ପଡିଛି ଶୂନ୍ୟ ଗଣ୍ଠି। ଦେଖନ୍ତୁ ଏହି ଦୃଶ୍ୟ। ବାନାରେ ଶୂନ୍ୟରେ କିଭଳି ପତିତପାବନ ବାନାରେ ଗଣ୍ଠି ପଡିଛି। ଗୋଟିଏ କି ଦୁଇଟି ନୁହଁ, ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କ ଭଳି ଏକାଠି ହୋଇଛି ତିନୋଟି ୧୪ ହାତିଆ ବାନା। ଆଉ ପଡିଛି ଗଣ୍ଠି।

Advertisment
Puri Srimandir Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ