Advertisment

ପାଟିରୁ ଖସି ଯାଇଥିଲା

ପାଟିରୁ_ଖସି_ଯାଇଥିଲା ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ ଗୋଟି ଗୋଟି ସବୁ କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନନ୍ଦ। କହିଲେ ରାମକୃଷ୍ଣ ଦାସମହାପାତ୍ର ମାନିଲେ ଯେ ସେ ମିଛ କହିଛନ୍ତି। ତାଙ୍କ ପାଟିରୁ ଖସି ଯାଇଛି, ସେ ବଳକା ଦାରୁରୁ ଦିଅଁ କରି ନାହାନ୍ତି, ଭୁବନେଶ୍ୱରରେ ଜଣେ କାରିଗରଙ୍କ ପାଖରେ ନିମ୍ବ କାଠରେ ଗଢିଛନ୍ତି।

Advertisment

ପାଟିରୁ_ଖସି_ଯାଇଥିଲା
ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ ଗୋଟି ଗୋଟି ସବୁ କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନନ୍ଦ। କହିଲେ ରାମକୃଷ୍ଣ ଦାସମହାପାତ୍ର ମାନିଲେ ଯେ ସେ ମିଛ କହିଛନ୍ତି। ତାଙ୍କ ପାଟିରୁ ଖସି ଯାଇଛି, ସେ ବଳକା ଦାରୁରୁ ଦିଅଁ କରି ନାହାନ୍ତି, ଭୁବନେଶ୍ୱରରେ ଜଣେ କାରିଗରଙ୍କ ପାଖରେ ନିମ୍ବ କାଠରେ ଗଢିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ