ଗୋଟାଏ ଗୋଡ଼ ନାହିଁ । ଶାହା ବୋଇଲେ ଏଇ ଆଲୁମିନିୟମ ୱାକର ଖଣ୍ଡକ। ସେଇ ନ ଥିଲେ ଏଠୁ ସେଠିକୁ ଯିବା ବି ତାଙ୍କ ପାଇଁ କାଠିକା ପାଠ। ବେସ୍ ବିନ୍ଦାସ୍ ଥିଲେ କାମଦାମ କରି ପେଟ ପୋଷୁଥିଲେ । ମାଲିକକୁ ଖୁସି କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଜୀବନ କାଟିଲେ। ହେଲେ ଏଇ କାମ ନିଶାରେ ଲୁହା ଲୋଡ଼ରଟା ଗୋଡ଼କୁ ମାଡିଦେଲା। ବାସ୍ ସେଇଠୁ ସବୁ ସରିଗଲା।