Advertisment

ଦଇବର କେତେବେଳେ କେମିତିକା ଦାଉ !

ଯେଉଁ ଛୋଟ ଦୋକାନରୁ ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ପୁରୁଥିଲା, ତାହା ଆଜି ନିଶ୍ଚିହ୍ନ ସର୍ବଗ୍ରାସୀ ବନ୍ୟାରେ। ତେଣେ ଝିଅ ମେଡିକାଲରେ ପଡିଛି, ଆଉ ଏଣେ ଦାନା ଭାସିଯାଇଛି, କଥା ଭାବିଲା ବେଳକୁ ଲୁହରେ ଭରି ଯାଉଛି ରାକ୍ଷୀଙ୍କ ଆଖି।

Advertisment

ଦଇବର କେତେବେଳେ କେମିତିକା ଦାଉ, ତାହା କାହୁଁ ବା ଜାଣିବେ ସର୍ବନାଶୀ ବର୍ଷାରେ ନିସ୍ୱ ହୋଇପଡ଼ିଥିବା ପୋଟେରୁର ରାକ୍ଷୀ ଦେ। ଯେଉଁ ଛୋଟ ଦୋକାନରୁ ୪ପ୍ରାଣୀ କୁଟୁମ୍ବଙ୍କ ପେଟ ପୁରୁଥିଲା, ତାହା ଆଜି ନିଶ୍ଚିହ୍ନ ସର୍ବଗ୍ରାସୀ ବନ୍ୟାରେ। ତେଣେ ଝିଅ ମେଡିକାଲରେ ପଡିଛି, ଆଉ ଏଣେ ଦାନା ଭାସିଯାଇଛି, କଥା ଭାବିଲା ବେଳକୁ ଲୁହରେ ଭରି ଯାଉଛି ରାକ୍ଷୀଙ୍କ ଆଖି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ