ବୁଲନ୍ ଭାଇର ସରକାରୀ ଘର
Advertisment
ଓଟିଭିରେ ଖବର ପ୍ରସାରଣ ପରେ ବଡ଼ ଆକ୍ସନ। ରାଜଧାନୀରେ ୨୦୦ରୁ ଅଧିକ ସରକାରୀ କ୍ବାର୍ଟର୍ସକୁ ମାଡ଼ି ବସିଥିବା ଜବଦଖଲକାରୀଙ୍କ କବଳରୁ ଉଦ୍ଧାର ହୋଇଛି ସରକାରୀ କ୍ବାର୍ଟର। ୨୦୨୩ ପରଠୁ ଭୁବନେଶ୍ବର ୟୁନିଟ୍-2 ଅଞ୍ଚଳରେ ରିନୋଭେସନ୍ ପାଇଁ ଖାଲି କରାଯାଇଥିବା ୭୬୫ଟି କ୍ବାର୍ଟରରୁ ୨୨୨ଟି ମାଡ଼ି ବସିଥିଲେ ବହୁ ଖଳ ପ୍ରକୃତିର ଲୋକ। ଖାଲି ମାଡି ବସିନଥିଲେ, ବରଂ ସେଠାରେ ଯାବତୀୟ ବ୍ୟବସାୟ କରିବା ସହ ଘର ଭଡ଼ାରେ ଦେଇ ମୋଟା ଅଙ୍କର ଟଙ୍କା ବି ଆଦାୟ କରୁଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us