ଶ୍ରୀମନ୍ଦିରରେ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି ତ ମହାପ୍ରସାଦ? ବରାଦି ଭୋଗଠୁ ନେଇ ପିଠା, ଖଜା ଭଳି ଶୁଖିଲି ଭୋଗରେ ବ୍ୟବହୃତ ଘିଅ କେତେ ଶୁଦ୍ଧ? ବିକ୍ରି ହେଉଥିବା ଦୀପରେ ଲାଗୁଛି କେଉଁ ପ୍ରକାରର ଘିଅ? ଏସବୁ ଘିଅ ଅସଲି ନା ନକଲି?