Special Story: Puri Servitors Oppose Stone Idol Consecration at Digha Jagannath Temple
Advertisment
ବ୍ରହ୍ମ ଏକ, ବ୍ରହ୍ମ ଅଦ୍ବିତୀୟ । ମହାପ୍ରଭୁଙ୍କ ବାଡଗ୍ରାହୀ ହିଁ ବ୍ରହ୍ମ ସ୍ଥାପନ କରନ୍ତି । ବ୍ରହ୍ମ ସ୍ଥାପନର ପ୍ରକୃତ ସମୟ ଥାଏ । ଶାସ୍ତ୍ରମତ ଅନୁସାରେ ପଥର ମୂର୍ତ୍ତିରେ ବ୍ରହ୍ମ ସଂସ୍ଥାପନ ହୁଏ ନାହିଁ । ଯିଏ ଏଭଳି କରିଛି ଭଗବାନ ତାକୁ କ୍ଷମା ଦେବେନି । ଏହା ପୂରା ସେବାୟତ ମାନଙ୍କ ପ୍ରତି କୁଠାରଘାତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us