Advertisment

କାଳିଆ ସାଆନ୍ତଙ୍କୁ ରଥରେ ଦର୍ଶନ ପାଇଁ ପୁରୀ ମୁହାଁ ଭକ୍ତ

କାଳିଆ ସାଆନ୍ତଙ୍କୁ ରଥରେ ଦର୍ଶନ ପାଇଁ ପୁରୀ ମୁହାଁ ଭକ୍ତ। ଜଗା ନାଁ ଧରି ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି ଶ୍ରୀକ୍ଷେତ୍ର।

Advertisment

ଅନେକ ଚ୍ୟାଲେଞ୍ଜ ସତ୍ତ୍ବେ ଚଳିତବର୍ଷ ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନରେ ଲାଗିଛି ପୋଲିସ୍। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ସହର ଜଗିବ ଏଆଇ କ୍ୟାମେରା, ଆକାଶ ମାର୍ଗର ବୁଲୁଛି ଡ୍ରୋନ୍। ରଥର ଇନର ଓ ଆଉଟର କର୍ଡନକୁ ସର୍ବାଧିକ ଗୁରୁତ୍ବ ଦେଇ ନୂଆ ଅଫିସରଙ୍କୁ ଟ୍ରେନିଂ ଦେଉଛନ୍ତି ପୁରୁଣା। ଏଣେ କାଳିଆ ସାଆନ୍ତଙ୍କୁ ରଥରେ ଦର୍ଶନ ପାଇଁ ପୁରୀ ମୁହାଁ ଭକ୍ତ। ଜଗା ନାଁ ଧରି ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି ଶ୍ରୀକ୍ଷେତ୍ର।

Advertisment
Puri Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ