Seasonal Corruption in Balangir: Public Projects Begin Late and Wash Away in Monsoon
Advertisment
ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଅନେକ ରୂପ। କିଏ କେତେବେଳେ, କେଉଁ ପ୍ରକାରେ ଦୁର୍ନୀତି କରେ, ଜାଣିବା ମୁସ୍କିଲ। ହେଲେ ସବୁଠୁ ଚର୍ଚ୍ଚାରେ, SEASIONAL CORRUPTION ବା ଋତୁକାଳୀନ ଦୁର୍ନୀତି। ଯେଉଁଥିରେ ଖରା ଶେଷ ବେଳକୁ କାମ ଆରମ୍ଭ ହୁଏ। ଆଉ ବର୍ଷା ହେଲେ ଧୋଇଯାଏ। ପୁଣି ବ୍ୟୟ ଅଟକଳ ପ୍ରସ୍ତୁତ କରି ଆରମ୍ଭ ହୁଏ ନିର୍ମାଣ କାମ। ବଲାଙ୍ଗିର ଜିଲ୍ଲାରୁ ଆଜି ଆମେ ଏଭଳି ଏକ SEASIONAL CORRUPTIONର କାହାଣୀ ଦେଖାଉଛୁ !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us