Advertisment

ଇତିଶ୍ରୀଙ୍କୁ ଝୁରୁଛି ବ୍ୟାସନଗର, ମନ୍ଦିରରେ ପ୍ରଶଂସକ କରୁଛନ୍ତି ଦୀପଦାନ

ଝୁରୁଛନ୍ତି କର୍ମୀ, ଝୁରୁଛନ୍ତି ଆତ୍ମୀୟ ସ୍ଵଜନ । ଇତିଙ୍କ ପାଇଁ ମନ୍ଦିରରେ ଚାଲିଛି ଦୀପଦାନ । ପୂରା ବ୍ୟାସନଗର ଯେମିତି କାନ୍ଦୁଛି । ମନେପକାଉଛନ୍ତି ସମସ୍ତେ । ସିକ୍କିମର ମର୍ମନ୍ତୁଦ ଦୁର୍ଘଟଣାରେ ଏବେ ବି ନିଖୋଜ ଅଛନ୍ତି ୪ଜଣ ।

Advertisment

ଝୁରୁଛନ୍ତି କର୍ମୀ, ଝୁରୁଛନ୍ତି ଆତ୍ମୀୟ ସ୍ଵଜନ । ଇତିଙ୍କ ପାଇଁ ମନ୍ଦିରରେ ଚାଲିଛି ଦୀପଦାନ । ପୂରା ବ୍ୟାସନଗର ଯେମିତି କାନ୍ଦୁଛି । ମନେପକାଉଛନ୍ତି ସମସ୍ତେ । ସିକ୍କିମର ମର୍ମନ୍ତୁଦ ଦୁର୍ଘଟଣାରେ ଏବେ ବି ନିଖୋଜ ଅଛନ୍ତି ୪ଜଣ । ବିଜେପି ନେତ୍ରୀ ଇତିଶ୍ରୀ ଜେନା, ତାଙ୍କ ବଡ଼ପୁଅ ଓ ଭାଇ ଭାଉଜଙ୍କ ଖୋଜଖବର ଏବେ ସୁଦ୍ଧା ମିଳିନି ।

Advertisment
Road Accident Sikkim Bjp Leader Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ