‘ପ୍ରବାସୀ ମେଳି’ ମହାତୟାରି
Advertisment
ଭୁବନେଶ୍ବରରେ ଜମିବ ୭ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଭିଡ଼ । ଓଡ଼ିଆ କଳା ଓ ସଂସ୍କୃତିର ଝଲକ ଦେଖି କେମିତି ହେବେ ବିମୋହିତ, ଜନତା ମଇଦାନରେ ୮ରୁ ୧୦ ଯାଏଁ ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ମହା ଆୟୋଜନ । ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଓ ରାଷ୍ଟ୍ରପତି ଉଦଯାପନୀ ଉତ୍ସବରେ ଯୋଗଦେବେ । ଆତିଥେୟତାରେ ଓଡ଼ିଶା କିପରି ବିଶ୍ବରେ ନାଁ କରିବ ସେଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ରାଜ୍ୟ ସରକାର ମିଶି କରୁଛନ୍ତି ବଡ଼ ତୟାରି । ଏଥର ସମ୍ମିଳନୀର ଥିମ୍ ରହିଛି- ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅବଦାନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us