Puri temple boundary wall
Advertisment
ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି । ଯାହା ଦେଖି ଭକ୍ତ ଓ ସେବକ କ୍ଷୁବ୍ଧ । ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ବି ଏହାର ସୁରକ୍ଷା ନହେଲେ ଭୁଶୁଡ଼ି ପଡ଼ିବା ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସେପଟେ ମେଘନାଦ ପାଚେରିର ଦୁଃସ୍ଥିତି ପାଇଁ ବିଜେପି ସିଧା ନବୀନ- ପାଣ୍ଡିଆନଙ୍କୁ ଦାୟୀ କରିଥିବା ବେଳେ, ବିଜେଡି ରଖିଛି ଜବାବ । ତେଣେ ଆଇନମନ୍ତ୍ରୀ କହିଛନ୍ତି ପାଚେରିର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us