Advertisment

କାର୍ କାଚରେ କଳା ଫିଲ୍ମ ଲଗାଇଥିଲେ ସାବଧାନ

ରାଜଧାନୀରେ କାର୍ କାଚକୁ ଉଖାରି ହଟାଯାଉଛି ସେଥିରେ ଲାଗିଥିବା କଳା ଫିଲ୍ମ । ଗାଡ଼ି ଯେତେ ଦାମୀ କି ସୌଖୀନ ହୋଇଥାଉ, କଳା କାଚକୁ ଏଣିକି ପୂରାପୂରି ନା ।

Advertisment

କାର୍ କାଚରେ କଳା ଫିଲ୍ମ ଲଗାଇଥିଲେ ସାବଧାନ ! ସାଧାରଣ ନାଗରିକ ହୁଅନ୍ତୁ, ଅବା ଭିଆଇପି କି ଭିଭିଆଇପି । ପୁଣି କମିଶନରେଟ୍ ପୋଲିସ ସ୍କାନରରେ ବେଆଇନ କଳାକାଚ । ଧରାପଡ଼ିଲେ ୫ ହଜାର ଯାଏଁ ଫାଇନ୍, ୬ ମାସ ହୋଇପାରେ ଜେଲ୍ । ଆଜି ରାଜଧାନୀରେ କାର୍ କାଚକୁ ଉଖାରି ହଟାଯାଉଛି ସେଥିରେ ଲାଗିଥିବା କଳା ଫିଲ୍ମ । ଗାଡ଼ି ଯେତେ ଦାମୀ କି ସୌଖୀନ ହୋଇଥାଉ, କଳା କାଚକୁ ଏଣିକି ପୂରାପୂରି ନା ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ