Advertisment

PMBJK Medicines: ଡାଇବେଟିସ୍ ମେଡିସିନ ୩୫ ଟଙ୍କା, ୧ ଟଙ୍କାରେ ସାନିଟାରୀ ପ୍ୟାଡ୍‌

ଡାଇବେଟିସ୍ ମେଡିସିନ ଷ୍ଟ୍ରିପ ମାତ୍ର ୩୫ ଟଙ୍କା । ଗ୍ୟାଷ୍ଟ୍ରିକ ମେଡିସିନ ଷ୍ଟ୍ରିପ ମାତ୍ର ୧୨ ଟଙ୍କା । ବଜାରରେ ମିଳୁଥିବା ୧୩୦ ଟଙ୍କାର କ୍ୟାଲସିୟମ ଭିଟାମିନ ୮ ଟଙ୍କାରେ ମିଳୁଛି । ଏକ ଟଙ୍କାରେ ମିଳୁଛି ସାନିଟାରୀ ପ୍ୟାଡ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଅଦ୍ୟତନ ହୋଇଛି
Advertisment

ଡାଇବେଟିସ  ମେଡିସିନ ଷ୍ଟ୍ରିପ ମାତ୍ର ୩୫ ଟଙ୍କା ।  ଗ୍ୟାଷ୍ଟ୍ରିକ ମେଡିସିନ ଷ୍ଟ୍ରିପ ମାତ୍ର ୧୨ ଟଙ୍କା । ବଜାରରେ ମିଳୁଥିବା ୧୩୦ ଟଙ୍କାର କ୍ୟାଲସିୟମ ଭିଟାମିନ ୮ ଟଙ୍କାରେ ମିଳୁଛି । ଏକ ଟଙ୍କାରେ ମିଳୁଛି ସାନିଟାରୀ ପ୍ୟାଡ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବାହାରେ ଏତେ ଦାମରେ ମିଳୁଥିବା ଔଷଧର ଦାମ୍ ଏତେ କମରେ କେଉଁଠି ମିଳୁଛି । ହଁ ଆଜ୍ଞା ଏହି ସବୁ ମେଡିସିନି ମିଳୁଛି କେନ୍ଦ୍ର ସରକାରଙ୍କ ଜନଔଷଧି କେନ୍ଦ୍ରରେ । ଯେଉଁ ଡାଇବେଟିସ ମେଡିସିନି ବଜାରରେ ୧୦୦ ଟଙ୍କାରେ ମିଳୁଛି ସେହି ସମାନ ଷ୍ଟ୍ରିପ ଜନ ଔଷଧି କେନ୍ଦ୍ରରେ ମିଳୁଛି ମାତ୍ର ୩୫ ଟଙ୍କାରେ । ଯେଉଁ ଗ୍ୟାସ ମେଡିସିନ ବଜାରରେ ୧୦୦ ଟଙ୍କାରେ ମିଳୁଛି ଏଠାରେ ମାତ୍ର ୧୨ ଟଙ୍କାରେ ମିଳୁଛି । 

Advertisment
Odisha Jan Aushadhi Centre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ