Pravasi Bharatiya Divas
Advertisment
ପ୍ରବାସୀଙ୍କୁ ପ୍ରଶଂସା କଲେ, ଅପିଲ୍ କଲେ ଓ ଟାସ୍କ୍ ଦେଲେ ମୋଦି । ଉତ୍କଳର ନୌବାଣିଜ୍ୟ ପରଂପରା, ସଂସ୍କୃତି ଓ ଧଉଳି ଶାନ୍ତିସ୍ତୁପ ଗାଥା ବଖାଣିଲେ, ଭାରତର ବିକାଶ କଥା ଉଲ୍ଲେଖ କରିବା ସହ ବିକଶିତ ଭାରତରେ ସେମାନଙ୍କ ଯୋଗଦାନ କାମନା କଲେ ପ୍ରଧାନମନ୍ତ୍ରୀ । ପିଏମ୍ ମୋଦି ଆଜି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us