ପିୟୂଷଙ୍କ ମୁହଁରେ ଯାତ୍ରାର ଭିତିରି କଥା
Advertisment
ଯାତ୍ରା କଳାକାର ପୀୟୁଷ ଖୋଲିଦେଲେ ଭିତିରି ଗୁମର । ମୋର ଯେତିକି ଭୁଲ ସିଂହବାହିନୀ ମାଲିକଙ୍କ ବି ସେତିକି ଭୁଲ । ଗୋଟିଏ ହାତରେ ତାଳି ବାଜେନି, ଦୁଇ ହାତରେ ତାଳି ବାଜେ । ମୁଁ ମନା କରିବା ସତ୍ତ୍ବେ ସିଂ ହବାହିନୀ ମାଲିକ ସଞ୍ଜୀବ ମୋତେ ବାରମ୍ବାର ତାଙ୍କ ପାର୍ଟିରେ କାମ କରିବାକୁ କହୁଥିଲେ । ମୋର ପାଉଣା ମଧ୍ୟ ବଢାଇଥିଲେ । ମୁଁ କିଛି କହିବା ଆଗରୁ ସେ ତାଙ୍କ ଆଡୁ ମୋତେ ବାଧ୍ୟ କରୁଥିଲେ । ମୁଁ ତ ଗୋଟେ ମଣିଷ ତେଣୁ ତାଙ୍କୁ ହଁ କହିଲି ଆଉ ଆର ବର୍ଷ ତାଙ୍କ ସହ କାମ କରିବି ବୋଲି କହିଲି । ମୋର କେଉଁଠି ଭୁଲ ରହିଲା ବୋଲି କହିଛନ୍ତି ପୀୟୁଷ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us