Advertisment

୧୨ ପାକ୍ ନାଗରିକଙ୍କ ଭିତରୁ ଓଡ଼ିଶା ଛାଡିଛନ୍ତି ଜଣେ

ବଲାଙ୍ଗିର ଠିକାଦାରପଡ଼ାର ବାସିନ୍ଦା ଶାରଦା କୁକ୍ରେଜା ଓରଫ୍ ଶାରଦା ବାଇଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାତ ଯୋଡ଼ି ସେଇ ଗୋଟିଏ ବିନତି, ମୋତେ ମୋ ପରିବାର ସହ ରହିବାକୁ ଦିଅନ୍ତୁ ଅନୁମତି।

Advertisment

କଣ୍ଟ ପୂରିଛି, ଟେନ୍ସନ୍ ବଢିଛି। ଓଡ଼ିଶାରେ ରହୁଥିବା ୧୨ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ ନୋଟିସ୍ ର ଅବଧି ପୂରଣ ହୋଇଥିଲେ ବି ଏଯାଏଁ ମାତ୍ର ଜଣେ ପାକିସ୍ତାନୀ ନାଗରିକ ସ୍ବଦେଶ ଫେରିଛନ୍ତି, ବାକି ୧୧ ଜଣ ଏଇଠି ରହିବାକୁ ଗୁହାରି କରୁଛନ୍ତି। ତେଣେ ଡିଜିପି କହିଛନ୍ତି, କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଆଦେଶକୁ ଅପେକ୍ଷା କରିଛୁ। ଏପଟେ ରାଜ୍ୟକୁ ବେଆଇନ୍ ଅନୁପ୍ରବେଶ କରି ରାସନ କାର୍ଡ ପାଇଥିବା ବିଦେଶୀଙ୍କର ବି ବଢ଼ିଲାଣି ଚିନ୍ତା। କୌଶଳ କରି କାର୍ଡ ହାତେଇଥିବା ସବୁ ପାକିସ୍ତାନୀ, ବାଂଲାଦେଶୀ ଓ ମ୍ୟାଁମାର ନାଗରିକଙ୍କୁ ଚିହ୍ନଟ କରି ନାଁ କଟାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

Advertisment
Odisha Jammu Kashmir Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ