ଖବର ବାଜିଲା ଦରମା ମିଳିଲା
Advertisment
ହାତରେ ଚକଖଡି ବଦଳରେ ଧରିଥିଲେ କୋଦାଳ। ସ୍କୁଲରେ ପଢାଇବା ବଦଳରେ ବିଲରେ ଲାଗୁଥିଲେ ମୁଲ। ଏମିତି କିଛି ନିଆରା ଢଙ୍ଗରେ ଆନ୍ଦୋଳନ କରୁଥିଲେ ବଲାଙ୍ଗୀର ପୁଇଁନ୍ତଲା ବ୍ଳକର ଶିକ୍ଷକ ପ୍ରଭୁଦତ୍ତ ସାହୁ। ତିନିମାସ ହେବ ଦରମା ନମିଳିଥିବାରୁ ସେ ଏପରି ପଦଖେପ ନେଇଥିଲେ। ଆଉ ପ୍ରଧାନଶିକଙ୍କୁ ଛୁଟି ଦରଖାସ୍ତ ଦେଇ ବିଲରେ ମୂଲ ଲାଗିବାକୁ ଆସିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us