Advertisment

'ଏଠି ସମସ୍ତେ ପାଉଡର୍ ବିକି ୩ ତାଲା ଘର କରିଛନ୍ତି'

ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କ ଘର ଭାଙ୍ଗିବାକୁ ନେଇ ତାତିଲେ ପରିବାର ଲୋକେ । ଏଠି ସମସ୍ତେ ପାଉଡର୍ ବିକ୍ରି କରି ୩ ତାଲା ଘର କରିଛନ୍ତି ବୋଲି କହିଲେ ।

Advertisment

ଭୁବନେଶ୍ବର କେଦାରପଲ୍ଲୀ ବସ୍ତି ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ବିଏମସି । ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷା ଭିତରେ ବିଏମସି ପକ୍ଷରୁ ଘର ଉଚ୍ଛେଦ କରାଯାଇଛି । ଏହାକୁ ନେଇ ଅଭିଯୁକ୍ତର ପରିବାର ଲୋକେ କହିଛନ୍ତି, ଆମର କିଛି ଭୁଲ୍ ନାହିଁ କି ଆମ ଘର ଭାଙ୍ଗନି, ଏଠି ସମସ୍ତେ ପାଉଡର୍ ବିକ୍ରି କରି ୩ ତାଲା ଘର କରିଛନ୍ତି ।

Advertisment
Bhubaneswar BMC Demolition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ