Advertisment

OSSSC ନିଯୁକ୍ତି ପରୀକ୍ଷାରେ ଘୋଟାଲା

ଅନଲାଇନ୍ ପରୀକ୍ଷାର ମେରିଟ୍ ଲିଷ୍ଟ ବାତିଲ ସହ ଆଉ ଥରେ ଅଫଲାଇନ୍ ପରୀକ୍ଷା କରାଇବାକୁ ଜୋରଦାର ଦାବି। ଏହି ଦାବିରେ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ ବା OSSSC କାର୍ଯ୍ୟାଳୟ ଆଗରେ ଆଶାୟୀଙ୍କ ବିଶାଳ ବିକ୍ଷୋଭ।

Advertisment

OSSSC ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ଅଭିଯୋଗ । ଅନଲାଇନ୍ ପରୀକ୍ଷାର ମେରିଟ୍ ଲିଷ୍ଟ ବାତିଲ ସହ ଆଉ ଥରେ ଅଫଲାଇନ୍ ପରୀକ୍ଷା କରାଇବାକୁ ଜୋରଦାର ଦାବି। ଏହି ଦାବିରେ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ ବା OSSSC କାର୍ଯ୍ୟାଳୟ ଆଗରେ ଆଶାୟୀଙ୍କ ବିଶାଳ ବିକ୍ଷୋଭ।

Advertisment
Job Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ