Advertisment

ଅର୍ଡର ପରେ ଅର୍ଡର ଦେଉଛନ୍ତି ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି ବା ORERA

ସୁପ୍ରିମକୋର୍ଟରେ ଆଦେଶ ଅବମାନନା ମାମଲା ହେବା ପରେ ଚେତିଛି ପ୍ରଶାସନ।

Advertisment

ଅର୍ଡର ପରେ ଅର୍ଡର ଦେଉଛନ୍ତି ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି ବା ORERA । ହେଲେ ଆଦେଶ ମାନୁନାହାନ୍ତି ବିଲ୍ଡର । ଏମିତିକି ଓପିଡିଆର୍ ଆଇନ ଅନୁସାରେ ଆଦେଶ ବି କାର୍ଯ୍ୟକାରୀ କରୁନାହାନ୍ତି ସାର୍ଟିଫିକେଟ୍ ଅଫିସର । କିନ୍ତୁ ନିକଟରେ ସୁପ୍ରିମକୋର୍ଟରେ ଆଦେଶ ଅବମାନନା ମାମଲା ହେବା ପରେ ଚେତିଛି ପ୍ରଶାସନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ