Advertisment

ଭୁଲ୍ ମାଗିଲେ ଯାତ୍ରା ଅଭିନେତା ସଞ୍ଜୟ ଭୋଳ

କିଛିଦିନ ତଳେ ସାକ୍ଷାତକାରରେ ସଂଜୟ ଭୋଳ ଲେଖକ ଓ ନିର୍ଦ୍ଦେଶକଙ୍କୁ ସମାଲୋଚନା କରିଥିଲେ। ଏହାପରେ ମାଷ୍ଟର୍ସ ଆସୋସିଏସନ୍ କ୍ଷୁବ୍ଧ ହୋଇ ସଂଜୟଙ୍କୁ ବ୍ୟାନ୍ କରିଥିଲା।

Advertisment

ଭୁଲ୍ ମାଗିଲେ ଯାତ୍ରା ଖଳନାୟକ ସଂଜୟ ଭୋଳ। ଅପେରା ମାଷ୍ଟର ଆସୋସିଏସନ୍ କୁ ଭୁଲ୍ ମାଗିଛନ୍ତି ସଂଜୟ। ଏହାପରେ ତାଙ୍କ ଉପରୁ ବ୍ୟାନ୍ ହଟିଛି। ଯାତ୍ରା ଖଳନାୟକ ସଂଜୟ ଭୋଳଙ୍କ ଟିପ୍ପଣୀକୁ ନେଇ ଭୁବନେଶ୍ବରରେ ଅପେରା ମାଷ୍ଟର୍ସ ଆସୋସିଏସନ୍ ର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସଂଜୟ ଭୋଳ ଭୁଲ୍ ମାଗିଥିଲେ। 

Advertisment
Sanjay Bhol Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ