Advertisment

ଗତ ଥର ଆସି ନ ଥିଲେ, ଏଥର ଆସିଛନ୍ତି

ହଜାର ହଜାର ସଖ୍ୟାରେ ମାଆ କଇଁଛମାନେ ଅଣ୍ଡାଦାନ ପାଇଁ ନିଜ କ୍ଷେତ୍ରପ୍ରସ୍ତୁତ କରିବା କାମରେ ଲାଗିପଡିଛନ୍ତି।

Advertisment

ଭଗବାନଙ୍କର ଏ ସୁନ୍ଦର ସୃଷ୍ଟିରେ ଏହା ଏକ ଅବର୍ଣ୍ଣନୀୟ ସୌନ୍ଦର୍ଯବୋଧ। ଏମାନେ ପ୍ରତିବର୍ଷ ଆସନ୍ତି, ଅଣ୍ଡା ଦେଇ ସମୁଦ୍ର ଗର୍ଭକୁ ଚାଲି ଯାଆନ୍ତି। ଆଉ ଆମର ସୌଭାଗ୍ୟ ଏମାନେ ଆମ ଓଡିଶାର ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣକୁ ନିଜ ସର୍ବୋତ୍ତମ ସ୍ଥାନ ଭାବେ ବାଛି ନେଇଛନ୍ତି। ପ୍ରତିବର୍ଷ ପରି ଏ ବର୍ଷ ବି ବିରଳ ଅଲିଭରିଡଲେ କଇଁଛ ସମୁହ ଅଣ୍ଡାଦାନ ପାଇଁ ଆସିଗଲେଣି। ହଜାର ହଜାର ସଖ୍ୟାରେ ମାଆ କଇଁଛମାନେ ଅଣ୍ଡାଦାନ ପାଇଁ ନିଜ କ୍ଷେତ୍ରପ୍ରସ୍ତୁତ କରିବା କାମରେ ଲାଗିପଡିଛନ୍ତି।

Advertisment
Olive Ridley Turtles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ