By: Pallipuspa Samal
Last updated: 24 September 2024, 03:22 PM IST
ଭତ୍ତା ଟଙ୍କା ଆଣିବା ପାଇଁ ନଇଁନଇଁ ୩ କିଲୋମିଟର ଯାଇଥିଲେ..ହେଲେ ମିଳିଲାନି ଟଙ୍କା...। ପୁଣି ନଇଁନଇଁ ନିରାଶ ହୋଇ ଘରକୁ ଫେରିଲେ ସୀତା...। ଦେଖନ୍ତୁ କୋରାପୁଟ ଲକ୍ଷ୍ମୀପୁରର ଏ ଅଭାବନୀୟ ଦୃଶ୍ୟ...