women commsission
Advertisment
କାହିଁକି_ଅକର୍ମଣ୍ୟ_ମହିଳା_କମିଶନ?
ରାଜ୍ୟରେ ମହିଳାଙ୍କ ଉପରେ ଗୋଟିକ ପରେ ଗୋଟିଏ ହିଂସା, ଦୁଷ୍କର୍ମ, ଅତ୍ୟାଚାର ଘଟଣା ବଢ଼ି ଚାଲିଛି। ହେଲେ ୭ ମାସ ହେଲା ନାହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଫଳରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା। ଗଦା ହେଲାଣି ମାମଲା, ହୋଇପାରୁନି ଫୈସଲା। ଏସବୁ ଭିତରେ ନ୍ୟାୟ ଆଶାରେ ନିରାଶ ନିର୍ଯାତିତା ମହିଳା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us