Advertisment

ରାଜ୍ୟରେ ମାଳ ମାଳ ଭୂତ ରାସନ କାର୍ଡ ହିତାଧିକାରୀ

ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ ଆପେ ଆପେ କଟିଯିବ। ମୃତକଙ୍କ ନାଁ କୁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି।

Advertisment

ରାଜ୍ୟରେ ମାଳ ମାଳ ଭୂତ ରାସନ କାର୍ଡ ହିତାଧିକାରୀ। ବର୍ଷ ବର୍ଷ ଧରି ଗଳା ବାଟରେ ଅଯୋଗ୍ୟ ହିତାଧିକାରୀ ନେଉଛନ୍ତି ଫାଇଦା। ନୂଆ ସରକାର ସ୍କାନରରେ ଏବେ ସେଇ ଭୂତ ହିତାଧିକାରୀ । ବିଧାନସଭା ପ୍ରଶ୍ନକାଳରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରଖିଥିବା ଉତ୍ତର ଆଖି ଖୋସିଲା ଭଳି । ରାଜ୍ୟରେ ଭୂତ ରାସନ କାର୍ଡ ଧାରୀ ସଂଖ୍ୟା ହେଲା ୧୬ ଲକ୍ଷ ୨୭ ହଜାର ୯୩୨ । ଏବେ ସୁଦ୍ଧା ଏମାନେ ଚିହ୍ନଟ ହୋଇଛନ୍ତି। ସରକାର ekyc ଲାଗୁ କରିବାକୁ ଯାଉଛନ୍ତି । ଯାହା ଫଳରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ ଆପେ ଆପେ କଟିଯିବ। ମୃତକଙ୍କ ନାଁ କୁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ