Last updated: 06 September 2024, 10:16 PM IST
ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ। ଏଥିପାଇଁ ତହସିଲ, ବ୍ଲକ୍ ଓ ଥାନା ସ୍ତରରେ ସରକାରୀ ଅଧିକାରୀଙ୍କୁ ନେଇ କମିଟି ଗଠନ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ବି ଦେଇ ସାରିଛନ୍ତି ରାଜ୍ୟ ସରକାର। ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଏଇ ଉତ୍ତର ପ୍ରଭାବିତ ଜିଲ୍ଲାବାସୀଙ୍କୁ ଖୁସି ଦେଇଥିଲା ବେଳେ ହଜି ଯାଇଛି ଅନୁପ୍ରବେଶକାରୀଙ୍କ ଆଖିର ନିଦ।