Odisha to Declare All Campuses as Safe Zones, Ban Substance Use: CM Majhi
Advertisment
ଶିକ୍ଷାନୁଷ୍ଠାନରେ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ । କ୍ୟାମ୍ପସ ଗୁଡିକରେ ନିଶାସେବନକୁ ସମ୍ପୂର୍ଣ୍ଣ ବାରଣ କରାଯିବ । ଅଣଛାତ୍ରଙ୍କ ଅସାମାଜିକ କାର୍ଯ୍ୟକଳାପକୁ ଦମନ କରାଯିବ । ଛାତ୍ରୀଙ୍କୁ ସୁରକ୍ଷିତ ବାତାବରଣ ଦେବାକୁ ‘ଶକ୍ତିଶ୍ରୀ’ ଲାଗୁ ପାଇଁ ପ୍ରକ୍ରିୟା ଆରମ୍ଭ: ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us