TWIN-TUNNEL-KORAPUT
Advertisment
ଖୁବଶୀଘ୍ର ଖୋଲିବ ଓଡ଼ିଶାର ପ୍ରଥମ ଟ୍ବିନ୍ ଟନେଲ୍। କୋରାପୁଟ ସୁଙ୍କି ଘାଟିରେ ଟ୍ବିନ୍ ଟନେଲ୍ ନିର୍ମାଣ। ଆନ୍ଧ୍ର, ଛତିଶଗଡ଼ ସହ ଓଡ଼ିଶାକୁ ଯୋଡ଼ିବ ସୁଙ୍କି ଘାଟି। ସମୁଦ୍ର ପତ୍ତନରୁ ୩ ହଜାର ଫୁଟ୍ ଉପରେ ରାଜ୍ୟର ଉଚ୍ଚତମ ସୁଡ଼ଙ୍ଗ। ୭ ଘଣ୍ଟାକୁ ଖସି ଆସିବ ୧୩ ଘଣ୍ଟାର ଯାତ୍ରା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us