Advertisment

ଓଡ଼ିଶାକୁ ଆସିବ କେତେ ପୁଞ୍ଜି ?

ଜାନୁଆରୀ ୨୮, ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରିବାକୁ ଯାଉଛି।

Advertisment

ଓଡ଼ିଶାକୁ ଆସିବ କେତେ ପୁଞ୍ଜି ? ଓଡ଼ିଆ ଯୁବକ-ଯୁବତୀ ପାଇବେ ତ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ? ପୂର୍ବର ନବୀନ ସରକାରରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ତିନି ତିନି ଥର ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ସତ୍ତ୍ୱେ ରାଜ୍ୟକୁ ଆଖିଦୃଶିଆ ପୁଞ୍ଜିନିବେଶ ଆସି ନଥିଲା। ଏବେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ନୂଆ ସରକାର ଆସନ୍ତା ଜାନୁଆରୀ ୨୮, ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରିବାକୁ ଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ