Advertisment

ବୃହତ୍ ଶିଳ୍ପ ହବ ପାଲଟିବ ଓଡ଼ିଶା

ଆଗାମୀ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ପ୍ରାରମ୍ଭିକ ପର୍ଯ୍ୟାୟ ଭାବେ ଆଜି ଦିଲ୍ଲୀରେ ଆୟୋଜିତ ଆମ୍ବାସାଡର୍ସ ମିଟ୍ ରେ ଆଲୋଚନା ପରେ ଏଭଳି ଦୃଢ଼ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ବୃହତ୍ ଶିଳ୍ପ ହବ ପାଲଟିବ ଓଡ଼ିଶା । ୨୦୨୫ରେ ଓଡ଼ିଶାରେ ହେବାକୁ ଯାଉଛି ସର୍ବବୃହତ ଶିଳ୍ପ କନକ୍ଲେଭ୍ । ରାଜ୍ୟରେ ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଫୁଡ ପ୍ରୋସେସିଂ ଓ ITରେ ବିନିଯୋଗ ସମ୍ଭାବନା ଅଧିକ । ଆଗାମୀ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ପ୍ରାରମ୍ଭିକ ପର୍ଯ୍ୟାୟ ଭାବେ ଆଜି ଦିଲ୍ଲୀରେ ଆୟୋଜିତ ଆମ୍ବାସାଡର୍ସ ମିଟ୍ ରେ ଆଲୋଚନା ପରେ ଏଭଳି ଦୃଢ଼ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ