Advertisment

ସାର ପାଇଁ ଚପଲ ଧାଡ଼ି

ଅନ୍ନଦାତାଙ୍କୁ ଅସହ୍ୟ କଲାଣି ସାର ଯନ୍ତ୍ରଣା । ଆସ୍କା ସମବାୟ ସମିତି ଆଗରେ ରାତିଅଧରୁ ଚପଲ ଧାଡ଼ି । ମାଲକାନଗିରିରେ ଆକାଶ ଛୁଆଁ ଦରକୁ ବିରୋଧ । କଳାବଜାରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ କଡ଼ା ତାଗିଦ । ଧାନ ଥୋଡ଼ ବେଳକୁ ଚାଷୀଙ୍କୁ ମିଳୁନି ସାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ