Advertisment

ଚିନ୍ତା କରନ୍ତୁନି, ଏଣିକି ୪୨ ବର୍ଷ ବୟସ ହୋଇଥିଲେ ବି ମିଳିବ ଚାକିରି

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର।  ଏଣିକି ଆଉ ୩୨ ନୁହେଁ ୪୨। ସରକାରୀ ଚାକିରି ଆବେଦନର ବୟସ ସୀମା ବଢ଼ିଲା । ଏହି ନିଷ୍ପତ୍ତି ଉପରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍‌ ।

Advertisment

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର।  ଏଣିକି ଆଉ ୩୨ ନୁହେଁ ୪୨। ସରକାରୀ ଚାକିରି ଆବେଦନର ବୟସ ସୀମା ବଢ଼ିଲା । ଏହି ନିଷ୍ପତ୍ତି ଉପରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍‌ । ୪୨ ବର୍ଷ ବୟସ ଯାଏ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ଆଶାୟୀ। ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍ ସଂଶୋଧନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ୟୁନିଫର୍ମ ସେବା ବ୍ୟତୀତ ଅନ୍ୟ ସମସ୍ତ ଚାକିରି ପାଇଁ ବୟସ ସୀମା ବୃଦ୍ଧି କରାଯାଇଛି।

Advertisment
Govt Jobs Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ