Resolve Mahanadi Dispute
Advertisment
ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ? କେନ୍ଦ୍ର ଏବଂ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଆସିବା ପରେ ଆଶା ବଢିଥିଲା। ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କ ବୟାନ ଏହି ଆଶାକୁ ଆହୁରି ବଢ଼ାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଦୁଇ ଦୁଇ ଥର ଆଲୋଚନା ସରିଲାଣି। କିନ୍ତୁ ବିଜେଡି ଓ କଂଗ୍ରେସ୍ ଏହା ମାନିବାକୁ ନାରାଜ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us