Advertisment

COVID-19 Scare: ଲେଉଟିଲାଣି କରୋନା ସଂକ୍ରମଣ, ଓଡ଼ିଶାରେ ସତର୍କତା

ପୁଣିଥରେ ଫେରିଲାଣି କରୋନା ଭାଇରସ୍ । ଏସିଆର କିଛି ଦେଶରେ କୋଭିଡ୍-୧୯ ର ନୂତନ ଲହର ଦେଖାଯାଉଥିବା ରିପୋର୍ଟ ଆସୁଛି । ହଂକଂ ଓ ସିଙ୍ଗାପୁରରେ ବଢିବାରେ ଲାଗିଛି ସଂକ୍ରମଣ। ଆକ୍ରାନ୍ତଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ଅଧିକାଂଶ ପଜିଟିଭ୍ ବାହାରିଛି ।

ଅଦ୍ୟତନ ହୋଇଛି
Advertisment

ପୁଣିଥରେ ଫେରିଲାଣି କରୋନା ଭାଇରସ୍ । ଏସିଆର କିଛି ଦେଶରେ କୋଭିଡ୍-୧୯ ର ନୂତନ ଲହର ଦେଖାଯାଉଥିବା ରିପୋର୍ଟ ଆସୁଛି । ହଂକଂ ଓ ସିଙ୍ଗାପୁରରେ ବଢିବାରେ ଲାଗିଛି ସଂକ୍ରମଣ। ଆକ୍ରାନ୍ତଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ଅଧିକାଂଶ ପଜିଟିଭ୍ ବାହାରିଛି । ଯାହା ଗତବର୍ଷ ତୁଳନାରେ ଢେର୍ ଅଧିକ। ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିବାର ସୂଚନା ମିଳିଛି । ତେବେ ଓଡ଼ିଶାରେ କୋଭିଡ଼ ଲହରକୁ ନେଇ ସତର୍କତା ଜାରି ରଖିଛି ସ୍ୱାସ୍ଥ୍ୟ ବିଭାଗ। ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି ନୂତନ କେସ୍ ରିପୋର୍ଟ ହୋଇନାହିଁ । ରାଜ୍ୟରେ ନିୟମିତ ଭାବେ ପରୀକ୍ଷା ଚାଲିଛି ଏବଂ ସ୍ଥିତି ନିୟନ୍ତ୍ରଣରେ ଅଛି ।

Advertisment
Odisha COVID-19 Corona Virus Scare
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ