Odisha High Court Directs Strict Protection of Jagannath Temple Properties
Advertisment
#ହାଇକୋର୍ଟଙ୍କ_ମାର୍ଗଦର୍ଶିକା_ତାଗିଦ୍
ଶ୍ରୀଜଗନ୍ନାଥଙ୍କ ସଂପତ୍ତି ସୁରକ୍ଷା ନେଇ କଡ଼ାକଡ଼ି ପାଳନ ହେବ ହାଇକୋର୍ଟଙ୍କ ରାୟ। କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବନି। ସ୍ବଚ୍ଛତାର ସହ ସମାନ ନୀତିରେ ଶ୍ରୀମନ୍ଦିରର ଜମି ସୁରକ୍ଷା କରାଯିବ। ଶ୍ରୀଜିଉ ଓ ଶ୍ରୀମନ୍ଦିର ସଂପତ୍ତିର ସୁରକ୍ଷା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us