Advertisment

Odisha HC Grants Bail with a Twist: କ୍ୟାପିଟାଲ ହସ୍ପିଟାଲ ସଫା ସହ ଗଛ ଲଗାଇବେ ଅଭିଯୁକ୍ତ

କ୍ୟାପିଟାଲ ହସ୍ପିଟାଲ ସଫା ସହ ଗଛ ଲଗାଇବେ ଅଭିଯୁକ୍ତ। ଗାଡି ଚୋରି ଅଭିଯୋଗର ଜଣେ ଅଭିଯୁକ୍ତଙ୍କୁ ଜାମିନ ବଦଳରେ ଏଭଳି ସର୍ତ୍ତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ଜଣେ ଅଭିଯୁକ୍ତଙ୍କୁ ଏଭଳି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ହାଇକୋର୍ଟ ଏକ ଚର୍ଚ୍ଚିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାସେ ଧରି କ୍ୟାପିଟାଲ ହସ୍ପିଟାଲରେ ରୁମ୍ ଓ ୱାର୍ଡ ସଫେଇ କରିବେ ଅଭିଯୁକ୍ତ। ଏହାସହ ଡୁମଡୁମା ଅଞ୍ଚଳରେ ଶହେ ଗଛ ଲଗାଇବେ।

Bail Plea Odisha High Court Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ