Advertisment

ପୁନଃନିଯୁକ୍ତି ନୀତିରେ ୟୁଟର୍ଣ୍ଣ!

ପୁନଃନିଯୁକ୍ତି_ନୀତିରେ_ୟୁଟର୍ଣ୍ଣ! ବଦଳିଲା ରାଜ୍ୟ ସରକାରଙ୍କ ନୀତି। ଅବସର ପରେ ବି OAS ଅଧିକାରୀଙ୍କୁ ଦିଆଯିବ ଚୁକ୍ତିଭିତ୍ତିକ ପୁନଃନିଯୁକ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀଙ୍କଠାରୁ ଆବେଦନ ଆହ୍ବାନ କରିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

Advertisment

ପୁନଃନିଯୁକ୍ତି_ନୀତିରେ_ୟୁଟର୍ଣ୍ଣ!
ବଦଳିଲା ରାଜ୍ୟ ସରକାରଙ୍କ ନୀତି। ଅବସର ପରେ ବି OAS ଅଧିକାରୀଙ୍କୁ ଦିଆଯିବ ଚୁକ୍ତିଭିତ୍ତିକ ପୁନଃନିଯୁକ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀଙ୍କଠାରୁ ଆବେଦନ ଆହ୍ବାନ କରିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ