Odisha Govt to Provide Concessional Sand to PMAY Beneficiaries, SOP Finalised
Advertisment
ପିଏମ୍ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ରିହାତି ଦରରେ ବାଲି ଯୋଗାଣ ହେଉ କି ବାଲି ମାଫିଆଙ୍କୁ ସାବାଡ଼ କରିବା ଲକ୍ଷ୍ୟ। ଖୁବଶୀଘ୍ର ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ଏସଓପି। ଏମିତିକି ଏ ନେଇ ଡ୍ରାଫଟିଂ ବି ସରିଥିବା ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ। ପ୍ରତି ଆବାସ ଘର ପାଇଁ ରିହାତି ଦରରେ ୨ ଟ୍ରାକ୍ଟର ବାଲି ସରକାର ଯୋଗାଇବା କଥା ଶୁଣି ଖୁସି ହୋଇଛନ୍ତି ହିତାଧିକାରୀ। ହେଲେ ବେଆଇନ୍ ବାଲି ପରିବହନ ଉପରେ ରୋକ ଲଗାଇବାକୁ କଡ଼ା ନିୟମ ଆସୁଥିବା ଶୁଣି ଛାନିଆ ହେଲେଣି ମାଫିଆ !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us