Advertisment

New Ration Cards: ୨୪ରେ ନୂଆ ରାସନ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ରାସନ କାର୍ଡକୁ ନେଇ ବଡ଼ ଖବର । ଏଇ ଗୁରୁବାର ମିଳିବ ନୂଆ ରାସନ କାର୍ଡ । ନୂଆ ହିତାଧିକାରୀଙ୍କୁ ନୂଆ ସରକାର ଦେବେ ନୂଆ ରାସନ କାର୍ଡ । ଗରିବ ହେବ ଖୁସି, ସରକାର ବୁଝିବେ ଦୁଃଖୀ ପେଟର କଥା । ଏପ୍ରିଲ ୨୪ ତାରିଖରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ରାଜ୍ୟ ସରକାର ।

Advertisment

ରାସନ କାର୍ଡକୁ ନେଇ ବଡ଼ ଖବର । ଆସନ୍ତା ଗୁରୁବାର ମିଳିବ ନୂଆ ରାସନ କାର୍ଡ । ନୂଆ ହିତାଧିକାରୀଙ୍କୁ ନୂଆ ସରକାର ଦେବେ ନୂଆ ରାସନ କାର୍ଡ । ଗରିବ ହେବ ଖୁସି, ସରକାର ବୁଝିବେ ଦୁଃଖୀ ପେଟର କଥା । ଏପ୍ରିଲ ୨୪ ତାରିଖରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ରାଜ୍ୟ ସରକାର । ପଞ୍ଚାୟତିରାଜ ଦିବସରେ ପୁରୀରୁ ନୂଆ କାର୍ଡ ବାଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ନୂଆ କାର୍ଡ ସରକାର ବଣ୍ଟନ କରିବେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Advertisment
Odisha Ration Cards Ration Card Beneficiaries
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ