Odisha Govt Plans to Add 200 ml of Milk in Mid-day Meals For School Children
Advertisment
ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସାମିଲ ହେବ କ୍ଷୀର । ପୁଷ୍ଟିସାର ଯୁକ୍ତ ୨୦୦ ML ଦୁଗ୍ଧ ଦେବାକୁ ଯୋଜନା ହୋଇଛି । ଗତକାଲି ରାଇରଙ୍ଗପୁରର ୨୯ଟି ସ୍କୁଲରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଲାଗୁ କରାଯାଇଛି । ଏଥିପାଇଁ କ୍ଷୀର ଯୋଗାଇବେ ଓମଫେଡ୍ ଓ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us