Advertisment

ବର୍ଷକୁ ୧୫ ଶିକ୍ଷକଙ୍କୁ ବଦଳି ସୁପାରିସ କରିପାରିବେ ଜନ ପ୍ରତିନିଧି

ଶିକ୍ଷକ ବଦଳି ପାଇଁ ସୁପାରିସ୍ କରିପାରିବେ ବିଧାୟକ, ସାଂସଦ। ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜନୀତି ତେଜିଥିବା ବେଳେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ।

Advertisment

MP ଓ MLAମାନଙ୍କ ହାତକୁ ଆସିଲା ଶିକ୍ଷକ ବଦଳି କୋଟା ବ୍ୟବସ୍ଥା। ବର୍ଷକୁ ୧୫ ଜଣ ଶିକ୍ଷକଙ୍କୁ ଜିଲ୍ଲା ଭିତରେ ବଦଳି ଲାଗି ସୁପାରିସ କରିପାରିବେ ଜନ ପ୍ରତିନିଧି। ତେବେ ଏହି ନିଷ୍ପତ୍ତିକୁ ନେଇ ଜୋର୍ ଧରିଛି ରାଜନୀତି। ସେପଟେ ଶିକ୍ଷକ ସଂଘ ବ୍ୟବସ୍ଥାର ସରଳୀକରଣ ସହିତ ଜିଲ୍ଲା ବଦଳରେ ରାଜ୍ୟଭିତ୍ତିକ ବଦଳି ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି କହିଛି।

Advertisment
Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ