Tobacco & Gutkha Taxes
Advertisment
ଉଦବେଗ ସୃଷ୍ଟି କଲା ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ଚିନ୍ତାଜନକ ତଥ୍ୟ। ଗତ ୧୧ ବର୍ଷ ହେଲା ରାଜ୍ୟରେ କ୍ରମାଗତ ବଢ଼ିଚାଲିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ। ତମାଖୁ ଓ ପାନମସଲାରୁ ବର୍ଷକରେ ଆଦାୟ ୧ ହଜାର ୪୭ କୋଟି । ଟିକସ ବଢ଼ିଛି ମାନେ ବିକ୍ରି ବି ନିଶ୍ଚିତ ହୁ ହୁ ବଢ଼ିଛି। ଓଡ଼ିଶାକୁ ୧୬ ରାଜ୍ୟରୁ ଆସୁଛି ତମାଖୁ, ଗୁଟଖା ଓ ପାନମସଲା । ତୁଚ୍ଛାକୁ ପାଣିର ଗାର ପାଲିଟିଛି ଗୁଟଖା ଓ ପାନମସଲା ବ୍ୟାନ୍ !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us