Odisha Family
Advertisment
ପତ୍ନୀ ବିୟୋଗକୁ ୪ ବର୍ଷ ହେଲାଣି କିନ୍ତୁ ଏବେ ବି ସେ ପାଖରେ ଅଛନ୍ତି । ପାଖରେ ବସିଛନ୍ତି, କଥା କହିଲେ ଶୁଣୁଛନ୍ତି ଆଉ ସମସ୍ତଙ୍କୁ ଦେଖୁଛନ୍ତି ମଧ୍ୟ। ଶୁଣିବାକୁ ଟିକିଏ ଅଜବ ଲାଗିଲେ ବି ସତ ଘଟଣା। ବ୍ରହ୍ମପୁରର ଜଣେ ବ୍ୟବସାୟୀ ପ୍ରଶାନ୍ତ ନାୟକ ପତ୍ନୀ କିରଣଙ୍କ ସ୍ମୃତିରେ ତିଆରିଛନ୍ତି ଷ୍ଟାଚ୍ୟୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us