Advertisment

ଅଣସେବକଙ୍କୁ କଡ଼ା ୱାର୍ଣ୍ଣିଂ

ଅଣସେବକଙ୍କୁ_ଆଇନ_ମନ୍ତ୍ରୀଙ୍କ_କଡ଼ା_ୱାର୍ଣ୍ଣିଂ ଶୃଙ୍ଖଳିତ ଓ ସୁରକ୍ଷିତ ଘୋଷଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ ପ୍ଲାନ୍। ଏଥର ରଥ ଉପରେ ଅଣସେବକ ଚଢ଼ିଲେ ଗିରଫ ହେବେ ବୋଲି ଚେତାଇ ଦେଇଛନ୍ତି ଆଇନମନ୍ତ୍ରୀ, ତାସହ ପହଣ୍ଡିରେ ନିୟୋଜିତ ସେବକଙ୍କର ବି ଆଗୁଆ ତାଲିକା ପ୍ରସ୍ତୁତ ହେବ। ସେପଟେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଏଥର ପୁରୀ ସହରକୁ ଏଆଇ ଜଗିବା ସହ ଭୁବନେଶ୍ବର ଓ କୋଣାର୍କ ପଟୁ ପୁରୀ ରାସ୍ତାକୁ ସିସିଟିଭି ସର୍ଭେଲାନସରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି।

Advertisment

ଅଣସେବକଙ୍କୁ_ଆଇନ_ମନ୍ତ୍ରୀଙ୍କ_କଡ଼ା_ୱାର୍ଣ୍ଣିଂ
ଶୃଙ୍ଖଳିତ ଓ ସୁରକ୍ଷିତ ଘୋଷଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ ପ୍ଲାନ୍। ଏଥର ରଥ ଉପରେ ଅଣସେବକ ଚଢ଼ିଲେ ଗିରଫ ହେବେ ବୋଲି ଚେତାଇ ଦେଇଛନ୍ତି ଆଇନମନ୍ତ୍ରୀ, ତାସହ ପହଣ୍ଡିରେ ନିୟୋଜିତ ସେବକଙ୍କର ବି ଆଗୁଆ ତାଲିକା ପ୍ରସ୍ତୁତ ହେବ। ସେପଟେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଏଥର ପୁରୀ ସହରକୁ ଏଆଇ ଜଗିବା ସହ ଭୁବନେଶ୍ବର ଓ କୋଣାର୍କ ପଟୁ ପୁରୀ ରାସ୍ତାକୁ ସିସିଟିଭି ସର୍ଭେଲାନସରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ