ଓଡ଼ିଶାରେ ଅଛନ୍ତି କେତେ ହାତୀ ?
Advertisment
ହାତୀର ଗଡ଼ କୁହାଯାଉଥିବା ଆଠଗଡ଼ରେ କେତେ ଅଛନ୍ତି ଗଜରାଜ ? ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ୫ଟି ରେଞ୍ଜରେ ହାତୀଙ୍କ ସଂଖ୍ୟା ବଢ଼ିଛି ନା ହ୍ରାସ ପାଇଛି ? ଆଜିକୁ ୩ ଦିନ ଧରି ଘଞ୍ଚ ଜଙ୍ଗଲରେ ପଶି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ହାତୀ ଗଣୁଛି ବନ ବିଭାଗ ଟିମ୍ । ରାତି ସମୟରେ ହାତୀ ଗଣିବାକୁ ଓ ସେମାନଙ୍କ ଗତିବିଧି ଜାଣିବାକୁ ପ୍ରଥମ ଥର ପାଇଁ ଥର୍ମାଲ୍ ଡ୍ରୋନର ବ୍ୟବହାର ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us